ଯୁବ ଗୋଷ୍ଠୀଙ୍କୁ ବିଶ୍ବ ଶ୍ରେଣୀୟ ଦକ୍ଷତା ତାଲିମ ପ୍ରଦାନ କରି ରାଜ୍ୟ ପାଇଁ ବିଶ୍ବ ଶ୍ରେଣୀୟ ଦକ୍ଷ ମାନବ ସମ୍ବଳ ସୃଷ୍ଟିକରିବା ଓ ସ୍କିଲ୍ଡ ଇନ ଓଡ଼ିଶାକୁ ବିଶ୍ଵସ୍ତରୀୟ ବ୍ରାଣ୍ଡ ଭାବେ ପରିଚିତ କରାଇବା ନେଇ ଅନୁଷ୍ଠାନ କାର୍ଯ୍ୟ କରୁଛି।
ଓଡ଼ିଶାରେ କୁଶଳୀ ଏବଂ ଦକ୍ଷ ହୋଇଥିବା ଯୁବଗୋଷ୍ଠୀଙ୍କ କାହାଣୀ ‘ବିଶ୍ଵ ବିଜୟୀ’। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀଙ୍କ ଦ୍ଵାରା ଲିଖିତ ଦୈନିକ ଓଡ଼ିଆ ଖବରକାଗଜ ‘ସମ୍ବାଦ’ରେ ପ୍ରକାଶିତ ଏହା ଏକ ସାପ୍ତାହିକ ସିରିଜ।
ଚାଳିଶ ବର୍ଷର କର୍ମ-ଜୀବନ କେତେ ଅଭିଜ୍ଞତା, କେତେ ଶିକ୍ଷା ମୁଁ ସାଉଁଟି ନେଇ ପାରିଛି ଏଇ ଚାରି ଦଶକରେ। କେତେବେଳେ ସେସବୁ ମିଳିଛି ମୋ ଠାରୁ ବୟସ, ବୁଦ୍ଧି, ସାମର୍ଥ୍ୟର ବହୁତ ଉପରେ ଥିବା ମଣିଷମାନଙ୍କ ଠାରୁ। ପୁଣି କେତେବେଳେ ଜୀବନ-ଦର୍ଶନର ତତ୍ତ୍ୱ ମିଳିଛି ଆମେ ଦେଖି ଅଦେଖା .. ଅଧିକ ପଢନ୍ତୁ
୨୦୧୪ ମସିହାରେ ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ସେମାନଙ୍କର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ହେବା ପାଇଁ ମୋତେ ନିମନ୍ତ୍ରଣ କରିଥିଲେ। ମୋ ପାଇଁ ବେଶ୍ ସମ୍ମାନର କଥା, କିନ୍ତୁ ମୁଁ ଭାବି ହେଇଥିଲି କିଛି ଦିନ ସବୁ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବମାନଙ୍କରେ ଏହିଭଳି ବହୁ .. ଅଧିକ ପଢନ୍ତୁ
ମୁଁ ମାଇଣ୍ଡଟ୍ରି କାମ କରୁଥିବା ବେଳେ ମୋ ଅଫିସ୍ ରୁମଟି ଥିଲା ସମସ୍ତଙ୍କ ପାଇଁ ଖୋଲା ବିଶେଷ କରି ନୂଆ କାମ ଆରମ୍ଭ କରିଥିବା ସଂସ୍ଥାର ଯୁବ ଇଂଜିନିୟରମାନଙ୍କ ପାଇଁ। ସେମାନେ କଥାବାର୍ତ୍ତା କରିବାକୁ ମଝିରେ ମଝିରେ ମୋ ରୁମକୁ ଚାଲି ଆସୁଥିଲେ ହୁଏତ ଏକା କିମ୍ବା ଦଳ ବାନ୍ଧି ମୋ ଠାରୁ .. ଅଧିକ ପଢନ୍ତୁ
ଭୁବନେଶ୍ବରରେ ହୋଇଥିବା ଓଡିଶା ୨୦୩୬ ଉପରେ ଏକ ଆଲୋଚନା ଚକ୍ରରେ ମୁଁ ଭାଗ ନେଇଥିଲି। ଓଡିଶାର ଶତ ବର୍ଷର ପୂର୍ତ୍ତି ଉପଲକ୍ଷେ ଭବିଷ୍ୟତର ପରିକଳ୍ପନା ନେଇ ଆଲୋଚନା। ସେଦିନ ମୁଁ ମୋ ବକ୍ତବ୍ୟ ରଖିବା ବେଳେ ହଠାତ୍ ମୋର ମନେହେଲା ଯେ ଗୋଟିଏ ବ୍ୟକ୍ତିର ସଫଳତା ଏବଂ ଗୋଟିଏ ଦେଶ, ଜାତି ଓ .. ଅଧିକ ପଢନ୍ତୁ
ପଶ୍ଚିମ ଓଡିଶାର ଦରିଦ୍ର ଆଦିବାସୀ ପରିବାରର ଝିଅ ମୁନି ଟିଗା। ଘରେ ସାତ ଭାଇ ଭଉଣୀ। ଚଳିବାରେ, ଖାଇବାରେ ଅସୁବିଧା। କିନ୍ତୁ ପିଲାଦିନରୁ ମୁନିଙ୍କର ପାଠରେ ବହୁତ ମନ। ସେଥିପାଇଁ ତାଙ୍କ ବାପା ତାଙ୍କୁ ସରକାରୀ ସ୍କୁଲରେ ନାଁ ଲେଖାଇ ଦେଇ ହଷ୍ଟେଲରେ ରଖେଇଦେଲେ। କିନ୍ତୁ .. ଅଧିକ ପଢନ୍ତୁ
ପନ୍ଦର ବର୍ଷର ପିଲାଟି ମହୁବାକ୍ସରୁ ମହୁଫେଣା କାଢିବା ବେଳେ ମହୁମାଛି ଦଳ ମାଡିଆସିଲେ। ପରମୁହୂର୍ତ୍ତରେ ପିଲାଟି ଦେହରେ ନିଆଁ ଚରିଗଲା। ପ୍ରାଣ ବିକଳରେ ସେ ମହୁଫେଣାକୁ ଦୂରକୁ ଫୋପାଡିଦେଲା ଏବଂ ତଳେ ପଡି ମହୁଫେଣା ଭାଙ୍ଗିଗଲା। ଭାଗ୍ୟକୁ ସେଗୁଡିକ ବିଷାକ୍ତ ମହୁମାଛି ନଥିଲେ ଓ .. ଅଧିକ ପଢନ୍ତୁ
ତାମିଲନାଡୁର କୋଏମ୍ବାଟୁର ଠାରୁ ଗାଡିରେ ଘଣ୍ଟାଏ ବାଟ ଗଲେ ଛୋଟ ସହରଟିଏ ପଡେ। ତିରୁପୁର। କିନ୍ତୁ ଏହିଠାରେ ଗଢି ଉଠିଛି ବହୁ କ୍ଷୁଦ୍ର ଓ ମଧ୍ୟମବର୍ଗର ଆଧୁନିକ ଲୁଗାକଳ। ଗତ ବର୍ଷ ତିରୁପୁରରୁ ୪୫୦୦୦ କୋଟି ଟଙ୍କାର ଲୁଗାପଟା ତିଆରି ହୋଇ ପ୍ରାୟ ୩୦୦୦୦ କୋଟି ଟଙ୍କାର ମାଲ ରପ୍ତାନୀ .. ଅଧିକ ପଢନ୍ତୁ
ଗତଥର ବିଶ୍ବବିଖ୍ୟାତ ମନସ୍ତତ୍ତ୍ବବିତ୍ ହାୱାର୍ଡ୍ ଗାର୍ଡ୍ନର୍ଙ୍କ ଗବେଷଣା ବିଷୟରେ ଲେଖିଥିଲି। ଗାର୍ଡ୍ନର୍ ପ୍ରଥମ ଥର ପାଇଁ ପାଶ୍ଚାତ୍ୟ ପୃଥିବୀରେ ‘ମଲ୍ଟିପ୍ଲ୍ ଇଣ୍ଟେଲିଜେନ୍ସ’ ବା ବିବିଧ ବୁଦ୍ଧିର ତଥ୍ୟ ସମସ୍ତଙ୍କ ସାମ୍ନାକୁ ଆଣିଥିଲେ। ଗାର୍ଡ୍ନର୍ଙ୍କ .. ଅଧିକ ପଢନ୍ତୁ
ଯେ କୌଣସି କାରିଗରୀ କୌଶଳ ଏବଂ ଦକ୍ଷତା ପଛରେ ଅଛି ମଣିଷ ମନର ବୁଦ୍ଧି। ବୁଦ୍ଧି ସମସ୍ତଙ୍କ ପାଖରେ ଊଣା ଅଧିକ ଥାଏ। କିନ୍ତୁ ବୁଦ୍ଧି ଜିନିଷଟି କ’ଣ, ତାହା ନ ଜାଣିଲେ ଜଣେ ତା’ର ସଦୁପଚାର କରିବ କେମିତି? ସ୍କୁଲରେ ପାଠ ପଢିବା ବେଳେ ବୁଦ୍ଧିର ମର୍ମ ବୁଝିବା ପାଇଁ ସାଧାରଣତଃ ଶ୍ରେଣୀର .. ଅଧିକ ପଢନ୍ତୁ
ମୋ ଜୀବନକାଳମଧ୍ୟରେ ମୁଁ ବ୍ୟବସାୟ, କଳା, ଡାକ୍ତରୀ, ଖେଳକୁଦ, ହସ୍ତଶିଳ୍ପ ଏବଂ ଅନ୍ୟାନ୍ୟ ବହୁ କ୍ଷେତ୍ରରେ ଉତ୍କର୍ଷତା ଅର୍ଜନ କରିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ସାଙ୍ଗରେ କାମ କରିଛି, ସେମାନଙ୍କ ଜୀବନ କାହାଣୀ ଶୁଣିଛି ଏବଂ ସେମାନଙ୍କର .. ଅଧିକ ପଢନ୍ତୁ
ଗତ ଥର ‘କାଫେ କଫି ଡେ’ର ପ୍ରତିଷ୍ଠାତା ସିଦ୍ଧାର୍ଥଙ୍କ କଥା ଲେଖିଥିଲି। ଲେଖିଥିଲି କେମିତି ସିଙ୍ଗାପୁରରୁ ଦେଖି ଆସି ସେ ଭାରତରେ କ୍ୟାଫେ ଆରମ୍ଭ କଲେ ଏବଂ ପରବର୍ତ୍ତୀ କାଳରେ ବ୍ୟବସାୟରେ ସଫଳ ହେଲେ। ଏ ସଫଳତା କିନ୍ତୁ ଏମିତି ସହଜରେ ତାଙ୍କ ହାତକୁ ଆସି ନ ଥିଲା। ପ୍ରଥମ ‘କାଫେ କଫି .. ଅଧିକ ପଢନ୍ତୁ
ଆମ ଭିତରୁ ଅନେକ ବିଭିନ୍ନ ସଂକୀର୍ଣ୍ଣ କାରଣରୁ ବ୍ୟବସାୟ ଆରମ୍ଭ କରିବା କଥା ଚିନ୍ତା କରନ୍ତି। ଯେପରିକି, କାହା ଅଧୀନରେ କାମ କରିବାକୁ ହେବନାହିଁ। କିମ୍ବା ନିଜ ପସନ୍ଦ ମୁତାବକ କାମ କରିହେବ। ଅଥବା, ଇଚ୍ଛା ହେଲେ ବେଶୀ କାମ ବା ଇଚ୍ଛା ନ ହେଲେ କମ୍ କାମ କରିହେବ। .. ଅଧିକ ପଢନ୍ତୁ
ନୟାଗଡ ସହରରୁ ଭୁବନେଶ୍ବର ଯିବା ବାଟରେ ଡାହାଣକୁ କିଛି କିଲୋମିଟର ଚାଲିଗଲେ ପଡେ ଖୁଣ୍ଟୁବନ୍ଧ। ସେଇଠି ରହିଛି ସରକାରଙ୍କର ନୂଆ ଆଇଟିଆଇଟିଏ। ଯଦିଓ ଆଇଟିଆଇଟି ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବରେ ଆରମ୍ଭ ହୋଇନାହିଁ, ଓଡିଶା ନିଯୁକ୍ତି ମିଶନ ତରଫରୁ ଆଇଏଲ୍ଏଫ୍ଏସ୍ ସଂସ୍ଥା .. ଅଧିକ ପଢନ୍ତୁ
ଓଡିଶାର ଶିଳ୍ପ ଦକ୍ଷତା ବିକାଶ କ୍ଷେତ୍ରରେ ଯେଉଁ କେତୋଟି ଆଇଟିଆଇଙ୍କର ଅବିସ୍ମରଣୀୟ ଅବଦାନ ରହିଛି, ସେମାନଙ୍କ ମଧ୍ୟରୁ ତାଳଚେର ଆଇଟିଆଇ ଅନ୍ୟତମ। ନିକଟରେ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳନ ହେବ। ମୁଁ ସେଠାକୁ ଯେତେ ଥର ଯାଏ, ଶିକ୍ଷକମାନଙ୍କୁ ଅନୁରୋଧ କରେ ଯେ ସେମାନଙ୍କ .. ଅଧିକ ପଢନ୍ତୁ
ଶିକ୍ଷା ଏବଂ ବୈଷୟିକ ଦକ୍ଷତା ଜଣଙ୍କ ଜୀବନର ମୂଳଦୁଆ ପକାଇଥାଏ। ଜଣେ ହୁଏତ ଆଇଟିଆଇରେ ପାଠ ପଢି ଗୋଟିଏ କାରଖାନାରେ ଚାକିରି କରିପାରନ୍ତି କିମ୍ବା ନିଜର ୱାର୍କ୍ସପ୍ଟିଏ ଖୋଲି ପାରନ୍ତି। ଅନ୍ୟ ଜଣେ ହୁଏତ ରିଟେଲ୍ ଆସିଷ୍ଟାଣ୍ଟ କିମ୍ବା ନର୍ସିଙ୍ଗ ଟ୍ରେନିଙ୍ଗ ଗ୍ରହଣ କରି ମଲ୍ .. ଅଧିକ ପଢନ୍ତୁ
ମୁଁ ବାଙ୍ଗାଲୋର ଗଲେ ମଝିରେ ମଝିରେ ଆଇଟିସି ଗାର୍ଡେନିଆ ହୋଟେଲ୍ରେ ରହେ। ଥରେ ସକାଳେ ସେଠିକାର କଫିଶପ୍ରୁ ଖାଇବା ନେଇ ଟେବୁଲରେ ବସିଛି, ସେତିକିବେଳେ କାମକରୁଥିବା ଜଣେ ଯୁବତୀ ପାଖକୁ ଆସି ପଚାରିଲେ - ଜଳଖିଆ ଖାଇସାରି ଦାର୍ଜିଲିଙ୍ଗ ଚାହା ପିଇବେ ତ? ମୁଁ ଆଶ୍ଚର୍ଯ୍ୟ। ମୋ ପସନ୍ଦର .. ଅଧିକ ପଢନ୍ତୁ
ଗତ ଥର ବାକି ରହିଥିବା କଥାଟିମାନ ଭିତରୁ ଆଜି ଆଉ ତିନୋଟି ବିଷୟରେ ଲେଖୁଛି। ପ୍ରଥମଟି ନିଜକୁ ନେଇ, ଦ୍ବିତୀୟଟି କର୍ମକ୍ଷେତ୍ରରେ କିଭଳି ଜଣଙ୍କ ଅଧୀନରେ କାମ କଲେ ଭଲ, ତା’ ନେଇ। ଏବଂ ଶେଷଟି ପାରିବାରିକ ଦାୟିତ୍ବ ନେଇ। .. ଅଧିକ ପଢନ୍ତୁ
ଥିବୀର ବିଭିନ୍ନ ସଂସ୍କୃତିରେ ପ୍ରାୟ ଏକାରକମର ପ୍ରବାଦଟିଏ ରହିଛି । ‘ଯିଏ ଜାଣେ ନାହିଁ ଏବଂ ଜାଣେ ନାହିଁ ଯେ ସେ ଜାଣେ ନାହିଁ - ସେ ହେଉଛି ବୋକା। ତାକୁ ପରିହାର କର। ଯିଏ ଜାଣେ ନାହିଁ ଏବଂ ଜାଣେ ଯେ ଜାଣେ ନାହିଁ - ସେ ଛାତ୍ର। ତାକୁ ଶିକ୍ଷା ଦିଅ। ଯିଏ ଜାଣେ ଏବଂ ଜାଣେ ନାହିଁ ଯେ ସେ .. ଅଧିକ ପଢନ୍ତୁ
କେନ୍ଦୁଝର ଜିଲ୍ଲା ଭଗାମୁଣ୍ଡା ଗାଁର ନାଁ ଓଡିଶାର ବହୁତ କମ୍ ଲୋକ ଜାଣିଥିବେ। ଏଇ ଭଗାମୁଣ୍ଡା ଗାଁଠାରୁ କିଛି ଦୂରରେ, ପକ୍କା ରାସ୍ତାରୁ ଓହ୍ଲାଇ ଅଳ୍ପ ବାଟ ଗଲା ପରେ, କେତୋଟି କୁଡିଆ ଘର ଆଖିରେ ପଡେ। ସେଇଥିରୁ ଗୋଟିଏ ସୁନ୍ଦର ଲିପାପୋଛା ଘରେ ମୋ ପାଇଁ ଅପେକ୍ଷା କରିଥିଲେ .. ଅଧିକ ପଢନ୍ତୁ
ଗୋବିନ୍ଦପ୍ପା ଭେଙ୍କଟସ୍ବାମୀଙ୍କର ଜନ୍ମ ସେତେବେଳକାର ମାଡ୍ରାସ ପ୍ରଦେଶର ଗୋଟିଏ ଛୋଟ ଗାଁ ଭାଡାମାଲାପୁରମ୍ରେ ୧୯୧୮ ମସିହାରେ ହୋଇଥିଲା। ସକାଳ ହେଲେ ଗୋବିନ୍ଦପ୍ପାଙ୍କ ମା’ ଆଗ ତାଙ୍କୁ ମଇଁଷି ଚରେଇବାକୁ ପଠାଉଥିଲେ; ତା’ପରେ ସ୍କୁଲ। ଗାଁ ସ୍କୁଲର ଦୟନୀୟ ଅବସ୍ଥା। ସାମାନ୍ୟ .. ଅଧିକ ପଢନ୍ତୁ
ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।
ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।